ଲେଖନ ତଳେ Lekhan taḻe
- ଦେ. କ୍ରି. ବିଣ — (ଲକ୍ଷଣାର୍ଥ)—କୌଣସି ବ୍ଯକ୍ତିଙ୍କର କର୍ତ୍ତୃତ୍ୱାଧୀନତାରେ — Under the control of
- ଦେ. କ୍ରି. ବିଣ — [ଦ୍ର—ପୂର୍ବେ ସମସ୍ତ ଲେଖା କାର୍ଯ୍ୟ ଲେଖନଦ୍ୱାରା ଚଳୁଥିବାରୁ କୌଣସି ଅଫିସର ବା ସିରସ୍ତାର ଉଚ୍ଚତମ କର୍ମଚାରୀ ଓ ତାଙ୍କର ନିମ୍ନସ୍ଥ କର୍ମଚାରୀମାନେ ସମସ୍ତେ ଲେଖନ ଧରୁଥିଲେ। ଉଚ୍ଚତମ କର୍ମଚାରୀଙ୍କ "ଲେଖନର ତଳେ" ଅର୍ଥାତ୍ ତାଙ୍କ କର୍ତ୍ତୃତ୍ୱାଧୀନ ହୋଇ ଅଧସ୍ତନ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ। ସେଥିପାଇଁ ବୋଲାଯାଉଥିଲା— ତାଙ୍କ ଲେଖନ ତଳେ 10 ଜଣ ଚଳୁଛନ୍ତି।] — [ଦ୍ର—ପୂର୍ବେ ସମସ୍ତ ଲେଖା କାର୍ଯ୍ୟ ଲେଖନଦ୍ୱାରା ଚଳୁଥିବାରୁ କୌଣସି ଅଫିସର ବା ସିରସ୍ତାର ଉଚ୍ଚତମ କର୍ମଚାରୀ ଓ ତାଙ୍କର ନିମ୍ନସ୍ଥ କର୍ମଚାରୀମାନେ ସମସ୍ତେ ଲେଖନ ଧରୁଥିଲେ ଉଚ୍ଚତମ କର୍ମଚାରୀଙ୍କ "ଲେଖନର ତଳେ" ଅର୍ଥାତ୍ ତାଙ୍କ କର୍ତ୍ତୃତ୍ୱାଧୀନ ହୋଇ ଅଧସ୍ତନ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ ସେଥିପାଇଁ ବୋଲାଯାଉଥିଲା— ତାଙ୍କ ଲେଖନ ତଳେ10ଜଣ ଚଳୁଛନ୍ତି]
- ଦେ. କ୍ରି. ବିଣ — (ଲକ୍ଷଣାର୍ଥ) ଲେଖନର ଶକ୍ତିଦ୍ୱାରା, ଅର୍ଥାତ୍ ଲେଖାର କ୍ଷମତା ଯୋଗୁଁ; ବିଦ୍ବତ୍ତା ଯୋଗୁଁ — Under the penmanship of; by the might of the pen of; by the learning of (so and so)
- ଦେ. କ୍ରି. ବିଣ — [ଦ୍ର—ଅମକର ଲେଖନ ତଳେ କେତେ ରାଜାରାଜୁଡ଼ା ବନ୍ଧା ହୋଇଅଛନ୍ତି, ଅର୍ଥାତ୍ ଅମୁକର ଲେଖାର ଶକ୍ତିଯୋଗୁଁ ତା ନିକଟରେ କେତେ ରାଜା ଅନୁଗତ। ତା ଲେଖନ ତଳେ 50 ଜଣ ପ୍ରତିପୋଷିତ ହେଉ ଅଛନ୍ତି; ଅର୍ଥାତ୍ ତାହାର ଲେଖା ପଢ଼ାର ଶକ୍ତି ବା ଅର୍ଜ୍ଜନଦ୍ୱାରା ସେ 50 ଜଣଙ୍କୁ ପୋଷୁଛି।] — [ଦ୍ର—ଅମକର ଲେଖନ ତଳେ କେତେ ରାଜାରାଜୁଡ଼ା ବନ୍ଧା ହୋଇଅଛନ୍ତି, ଅର୍ଥାତ୍ ଅମୁକର ଲେଖାର ଶକ୍ତିଯୋଗୁଁ ତା ନିକଟରେ କେତେ ରାଜା ଅନୁଗତ ତା ଲେଖନ ତଳେ50ଜଣ ପ୍ରତିପୋଷିତ ହେଉ ଅଛନ୍ତି; ଅର୍ଥାତ୍ ତାହାର ଲେଖା ପଢ଼ାର ଶକ୍ତି ବା ଅର୍ଜ୍ଜନଦ୍ୱାରା ସେ50ଜଣଙ୍କୁ ପୋଷୁଛି]