ଲେଖନ ଟାଣ Lekhana tāṇa

  • ଦେ. ବି — ଲେଖିବାର ଶକ୍ତି; ଲେଖକର ଯେଉଁ ଲିଖନ— ସାମର୍ଥ୍ୟର ଫଳରେ ଲିଖିତ ବିଷୟ ଅବଶ୍ୟ ସିଦ୍ଧ ହୁଏ — The power or might of one's pen
  • ଦେ. ବିଣ — ଲେଖନ ଟାଣୁଆ (ଦେଖ) — Lekhana tāṇuā (See)