ଲେଖନ ଛୋଇଁବା Lekhana chhoiñbā

  • ଦେ. କ୍ରି — (ଦ୍ର—ଯେଉଁ ବ୍ଯକ୍ତି ଆପଣାର ନାମ ଦସ୍ତଖତ୍ କରି ଜାଣେ ନାହିଁ, ତାହାର ଅନୁମତି ଅନୁସାରେ ତା ପାଇଁ ଅନ୍ଯ ଜଣେ 'ବ କଲମ୍' [ଫା. ବକଲମ୍=କଲମଦ୍ୱାରା] ଦସ୍ତଖତ କରେ। ଅଶିକ୍ଷିତ ବ୍ଯକ୍ତି ଲେଖକର ଲେଖନକୁ ସ୍ପର୍ଶ କରିବାଦ୍ୱାରା ଆପଣାନାମ ଲେଖିବାପାଇଁ ଲେଖକକୁ ଅନୁମତି ଦିଏ।)—କୌଣସି ଦଲିଲରେ ଆପଣାର ନାମ ବକଲମ ଦସ୍ତଖତ୍ କରିବା ପାଇଁ ଲେଖକକୁ ଅନୁମତି ପ୍ରଦାନସୂଚକ ଲେଖନକୁ ସ୍ପର୍ଶ କରିବା — To touch the stylus or pen (said of an illiterate person who does not know to sign and who by touching the pen authorises the scribe to sign for him)
  • ଦେ. କ୍ରି — ଲେଖାପଢ଼ା ଶିକ୍ଷାମାତ୍ର ଆରମ୍ଭ କରିବା — To begin to learn to read and write