ଲେକ୍ଚରର୍ Lek-charar

  • ଦେ. ବି (ଇଂ. ଲେକ୍ଚରର୍) — ବକ୍ତା; ବକ୍ତୃତାକାରୀ — A person who delivers a lecture; lecturer
  • ଦେ. ବି (ଇଂ. ଲେକ୍ଚରର୍) — କଲେଜ୍ର ଛାତ୍ରମାନଙ୍କୁ ନିର୍ଦ୍ଧାରିତ ବିଷୟରେ କ୍ଳାସ୍ରେ ବକ୍ତୃତା ଦେବା ଆଚାର୍ଯ୍ୟ ବା ଶିକ୍ଷକ — A lecturer of a college
  • ଦେ. ବି (ଇଂ. ଲେକ୍ଚରର୍) — [ଦ୍ର— ସ୍କୁଲର ଶିକ୍ଷକମାନଙ୍କୁ ଟିଚର୍ — (Teacher)ଓ ମାଷ୍ଟର(Master)ବୋଲାଯାଏ; କଲେଜ୍ର ଶିକ୍ଷକମାନଙ୍କୁ ଲେକ୍ଚରର୍(lecturer)ଓ ପ୍ରୋଫେସର୍(Professor)ବୋଲାଯାଏ ଲେକ୍ଚରର୍ମାନଙ୍କ ଅପେକ୍ଷା ପ୍ରୋଫେସରମାନଙ୍କ ସମ୍ମାନ ଓ ଦରମା ବେଶୀ ଯେଉଁ ଲେକ୍ଚରର୍ ଯେଉଁ ବିଷୟରେ ଛାତ୍ରମାନଙ୍କୁ ବକ୍ତୃତା ଦିଅନ୍ତି ସେହି ବିଦ୍ୟାର ନାମ ଅନୁସାରେ ସେ ଲେକ୍ଚରର୍ଙ୍କ ନାମ— କରଣ ହୁଏ ଯଥା, ଲଅ ଲେକଚରର୍(Law lecturer);ସାଏନ୍ସ ଲେକଚରର୍(Science lecturer); ଫିଲଜଫା ଲେକ୍ଚରର୍(Philosophy lecturer);ସାନ୍ସକ୍ରିଟ୍ ଲେକ୍ଚରର୍(Sanskrit lecturer)]