ଲେଉଟେନ୍ ଆସିବା Leuṭen āsibā

  • ପ୍ରାଦେ (ସମ୍ବଲପୁର) କ୍ରି — ବୟଃପ୍ରାପ୍ତା, ବଢ଼ିଲା କନ୍ଯା ଶାଶୁଘରକୁ ପହିଲିପାଳି ଯାଇ ସେଠାରେ କିଛିକାଳ ସ୍ୱାମୀଙ୍କ ସଙ୍ଗେ ରହିବା ପରେ ବାପ ଘରକୁ ପୁଣି କିଛି ଦିନ ପାଇଁ ଫେରି ଆସିବା — Returning of a bride to her paternal home after living for some time with her husband after attaining puberty