ଲେଉଟି ଆସିବା Leuṭi āsibā

  • ଦେ. କ୍ରି — କୌଣସି ସ୍ଥାନରୁ ଫେରି ଆସିବା; ପ୍ରତ୍ୟାବୃତ୍ତ ହେବା — To come back from a place; to return
  • ଦେ. କ୍ରି — ପୁନର୍ବାର ପୂର୍ବାବସ୍ଥା ପ୍ରାପ୍ତ ହେବା — To revert to the former condition
  • ଦେ. କ୍ରି — [ଉ—ହଜିଗଲା ଧନ, ହଜିଗଲା ମନ ଲେଉଟି ଆସେ କି ଆଉ? ଢଗ]
  • ଦେ. କ୍ରି — ପୁନଃପ୍ରାପ୍ତ ହେବା — To be got back; to be recovered