ଲେଉଟାଣି Leuṭāṇi
- ଦେ. ବି (ସଂ. ନିବର୍ତ୍ତନ) — କୌଣସି ସ୍ଥାନରୁ ଲେଉଟି କରି ଆସିବା; ଯାଇଥିବା ସ୍ଥାନରୁ ଫେରି ଆସିବା — Coming back from a place
- ଦେ. ବି (ସଂ. ନିବର୍ତ୍ତନ) — କୌଣସି ସ୍ଥାନରୁ ଫେରିବା ବେଳର ଭ୍ରମଣ ବା ଯାତ୍ରା — Return trip; return journey
- କ୍ରି. ବିଣ — କୌଣସି ସ୍ଥାନରୁ ଫେରିବା ସମୟରେ — While returning
- କ୍ରି. ବିଣ — ଲେଉଟି ଆସିବା— ବେଳେ — In the course of the return trip
- କ୍ରି. ବିଣ — (ଯଥା—ବାବା ! କଟକ ଲେଉଟାଣି ମୋ ପାଇଁ ହଳେ ଯୋତା ଆଣିବ।)