ଲେଉଟାଇବା Leuṭāibā
- ଦେ. କ୍ରି (ସଂ. ନିବର୍ତ୍ତନ) — ନେଉଟାଇବା (ଦେଖ) — Neuṭāibā. (See)
- ଦେ. କ୍ରି (ସଂ. ନିବର୍ତ୍ତନ) — [ଉ— ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା। ରାଧାନାଥ. ବେଣୀସଂହାର।]
- ଦେ. କ୍ରି (ସଂ. ନିବର୍ତ୍ତନ) — (ଗାଈ) ସଙ୍ଗମ ପରେ ରର୍ଭଧାରଣ ନ କରିବା — (a cow) Not to conceive after intercourse with a bull