ଲେଉଟ ମନିଷ Leuṭa manisha

  • ଦେ. ବି (ସଂ. ନିବୃତ୍ତ ମନୁଷ୍ୟ) — ପ୍ରେରିତ ପତ୍ର ବା ସମ୍ବାଦ ଅଭିପ୍ରେତ ବ୍ଯକ୍ତିଙ୍କ ନିକଟରେ ପହଞ୍ଚିବା ପରେ ସେଠାରୁ ଯେଉଁ ଲୋକ ଲେଉଟି ଆସେ — A man returning from a place after delivering the letter or news sent through him