ଲେଉଟ ପାଉଟ Leuṭa pāuṭa

  • ଦେ. ବି. (ନିରର୍ଥକ ଧ୍ୱନ୍ୟନୁକାରୀ ଦ୍ୱିତୀୟ ସହଚର) — ଓଲଟ ପାଲଟ; ଉତ୍ତମରୂପେ ଏପାଖ ସେପାଖ ଲେଉଟିବା — Thorough turning up of both sides
  • ଦେ. ବି. (ନିରର୍ଥକ ଧ୍ୱନ୍ୟନୁକାରୀ ଦ୍ୱିତୀୟ ସହଚର) — ଇତସ୍ତତଃ ଯିବା— ଆସିବା; ନହର ପହର — Repeated coming and going along a place
  • ବିଣ — ବିପର୍ଯ୍ୟସ୍ତ — Turned topsy-turvy; thoroughly overhauled
  • ବିଣ — ଅଡ଼ୁଆ ତଡ଼ୁଆ — Disordered; tangled