ଲେଉଟ ଡାକ Leuṭ ḍāka

  • ଦେ. ବି — ପ୍ରେରିତ ଚିଠି ପାଇବା ପରେ ଉକ୍ତ ଚିଠିର ଉତ୍ତର ପଠାଇବା ପାଇଁ ତତ୍ପରବର୍ତ୍ତୀ ଡାକ ବା ପୋଷ୍ଟ — Return of post; returning post
  • ଦେ. ବି — ପ୍ରତିଧ୍ୱନି — Echo
  • ଦେ. ବି — ଦୂରରେ ଥିବା କୌଣସି ବ୍ଯକ୍ତିଙ୍କୁ ବଡ଼ ପାଟି କରି ଡାକିଲେ, ଉକ୍ତ ଡାକ ଶୁଣିବାର ନିଦର୍ଶନରୂପେ ସେ ଯେଉଁ ଡାକ ମାରନ୍ତି — A loud sound made by a distant person in response to a loud call made to him