ଲେଉଟ ଜନ୍ମ Leuṭa janma

  • ଦେ. ବି — ପୁନର୍ଜନ୍ମ; ମୃତ୍ୟୁ ପରେ ଆଉ ଥରେ ଜନ୍ମିବା — Rebirth; birth after death
  • ଦେ. ବି — ପୁନରବତାର — Reincarnation
  • ଦେ. ବି — [ଉ—ସେ ଅବତାର ଅନ୍ତେ ଯିବେ ବୈକୁଣ୍ଠପୁର, ଲେଉଟ ଜନ୍ମ ଶୁଣ କହିବା ପ୍ରଭୁଙ୍କର— ପୀତାମ୍ବର. ନୃସିଂହପୁରାଣ।]