ଲେଉଟ କରିବା Leuṭa karibā

  • ଦେ. କ୍ରି. — କୌଣସି ବ୍ଯକ୍ତି ପ୍ରତି ପ୍ରୟୋଗ କରାଯାଇଥିବା ମନ୍ତ୍ର କିମ୍ବା ଔଷଧର ଫଳକୁ ନିବାରଣ ବା ପ୍ରଶମନ କରିବା ପାଇଁ ପ୍ରତିଷେଧକ ଉପାୟ ପ୍ରୟୋଗ କରିବା — To employ counteracting means against the effects of a medicine or a mystic application