ଲେଉଟ ଉପାୟ Leuṭa upāya

  • ଦେ. ବି — ପ୍ରତିପ୍ରୟୋଗ; ପ୍ରୟୋଗ କରାଯାଇଥିବା କୌଣସି ମନ୍ତ୍ରାଦିର ବା ଔଷଧାଦିର ଫଳର ପ୍ରତିଷେଧକ ଉପାୟ; ଉତ୍ତାର — Means employed to counteract the effect of mystic applications or applied medicines