ଲେଉଟ ଉତ୍ତର Leuṭa uttara

  • ଦେ. ବି — ପ୍ରତ୍ୟୁତ୍ତର; କୌଣସି ବ୍ଯକ୍ତି ନିକଟକୁ ପ୍ରେରିତ ସମ୍ବାଦର ବା ପ୍ରଶ୍ନର ସେ ଯେଉଁ ଉତ୍ତର ଦିଏ। — A reply in return; a rejoinder
  • ଦେ. ବି — ପ୍ରତିଧ୍ୱନି — Echo