ଲୁଡ଼ୁର ଲଇ Luṟḍ̠ura lai
- ପ୍ରାଦେ (ଗଡ଼ଜାତ) ବି (ସଂ. ଲୁଳିତଲତା) — ପହିଲି ଆଷାଢ଼ବେଳେ ଭୂଇଁରେ ଥିବା ଚେରରୁ ଗଜା ବାହାରି ପଥର ଓ ଗଛ ଉପରେ ମାଡ଼ିବା ବନ୍ୟ ଲତାବିଶେଷ; କାଞ୍ଜି କାଞ୍ଜିଆ ଦେଖ) — A wild creeper
- ପ୍ରାଦେ (ଗଡ଼ଜାତ) ବି (ସଂ. ଲୁଳିତଲତା) — (ଲୁଡ଼ରୁ, ଲୁଁଡ଼ରୁ—ଖଡ଼ିଆଳରୂପ)
- ପ୍ରାଦେ (ଗଡ଼ଜାତ) ବି (ସଂ. ଲୁଳିତଲତା) — [ଦ୍ର—ଏ ଲତାର ଅଗ ବା ଡଙ୍କ ଅତି କୋମଳ ଓ ଲଡ଼୍ ଲଡ଼୍କା; ଏଣୁ ଏହି ନାମ; ଡଙ୍କ ଖଟା, ମାଛ ପୋଡ଼ା ଓ ଆମ୍ବିଳ ତିଅଣରେ ପଡ଼େ। ଏହି ଡଙ୍କ ଉପରେ ଥିବା ଅତି ପତଳା ଚୋପାକୁ କାଢ଼ି ଏଥିର ଶସକୁ ତିଅଣ କରନ୍ତି।]