ଲୁହାଭସ୍ମ Luhā bhasma

  • ଦେ.ବି. (ସଂ. ଲୋହଭସ୍ମ) — ଲୌହଭସ୍ମ (ଔଷଧରେ ବ୍ଯବହୃତ) ଆଧୁନିକ ବୈଜ୍ଞାନିକ ଉପାୟରେ କିମ୍ବା ଆୟୁର୍ବେଦୋକ୍ତ ବିଧିରେ ଉତ୍ତାପ ଦ୍ୱାରା ଭସ୍ମୀକୃତ ଲୌହ — Iron oxide