ଲୁହାକଣ୍ଟା Luhā kaṇṭā

  • ଦେ. ବି (ସଂ. ଲୋହକଣ୍ଟକ) — ମୁନିଆ, ଅଳ୍ପ ଲମ୍ବ ଓ ସରୁଆ ଲୌହଖଣ୍ଡ — Iron nail
  • ଦେ. ବି (ସଂ. ଲୋହକଣ୍ଟକ) — [ଦ୍ର—ଲୁହା କଣ୍ଟାର ଆକାର ଓ ବ୍ଯବହାର ଅନୁସାରେ ଲୁହାକଣ୍ଟାର ଭିନ୍ନ ଭିନ୍ନ ନାମ ଅଛି ଯଥା— ପିରିକ, ଗୁଲିମେଖ, ବାଗିଆ, ଛତିବାଲା, ଗୋଡ଼ିଶାଲ, ମେଖ, ପିନା, ପୀନ୍ ଓ ହଜାରିମେଖ।]