ଲୁହା ମଳି Luhā maḻi

  • ଦେ. ବି.—(ସଂ. ମଣ୍ଡୂର, ଲୋହମଳ) — ଲୌହ— ମଳ, ଲୁହାକୁ ଅଗ୍ନିରେ ଉତ୍ତପ୍ତ କଲେ ତହିଁରୁ ବାହାରିବା ମଳ; ମଣ୍ଡୂର — Scoriae