ଲୁହା ଦିହ Luhā diha

  • ଦେ. ବି — ଲୁହା ପରି ଟାଣ ଦେହ — A body as hard as iron; iron constitution
  • ଦେ. ବି — କଠୋର ବା ନିଷ୍ଠୁର ହୃଦୟ — Hard heart
  • ଦେ. ବି — ଅତ୍ୟନ୍ତ ଧୈର୍ଯ୍ୟଶୀଳ ମନ — Very patient mind