ଲୁହା ଗୁଣା Luhā guṇā

  • ପ୍ରାଦେ. (ଗଡ଼ଜାତ) ବି. — ଧାନ ବିଲରେ ହେବା ଏକପ୍ରକାର ଘାସ — A kind of weed growing in the paddy field
  • ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏହାର ଚେର ଏପରି ଆଣ୍ଟ ଯେ, ଏହାକୁ ବଳୁଆ ମନୁଷ୍ୟ ମଧ୍ୟ ଓପାଡ଼ି ପାରେ ନାହିଁ ।]