ଲୁହା କଡ଼ି Lunhā kaṟḍ̠i

  • ଦେ. ବି — କୋଠା ଛାତର ଲୌହ ନିର୍ମିତ କଡ଼ି — Iron beam
  • ଦେ. ବି — [ଉ—କୋଠାର ଛାତ ଓ ପୋଲ ଆଦିରେ ଆଡ଼ଧାରଣା ପାଇଁ କଡ଼ି ବ୍ଯବହୃତ ହୁଏ ।]
  • ଦେ. ବି — ଲୌହନିର୍ମିତ ଛୋଟ ମୁଦିଆ — Small iron ring