ଲୁହ ନ କାନ୍ଦି ରକ୍ତ କାନ୍ଦିବା Luha na kāndi rakta kāndibā

  • ଦେ. କ୍ରି — ଅତ୍ୟନ୍ତ ମନୋବେଦନା ପ୍ରକାଶ ପୂର୍ବକ କାନ୍ଦିବା — To shed tears (literally blood) in utter grief or pain
  • ଦେ. କ୍ରି — [ଦ୍ର—ମନକୁ ବିଶେଷ ବାଧା ହେଲେ ଲୋକେ ଏହା କହିଥାଆନ୍ତି, ଅର୍ଥାତ୍ ମୁଁ କାନ୍ଦିବା ଦ୍ୱାରା ମୋ ଆଖିରୁ ଯେଉଁ ଲୁହ ଟୋପାମାନ ପଡ଼ୁଛି ତାହା ପ୍ରକୃତରେ ମୋ ହୃତ୍ପିଣ୍ଡରୁ ରକ୍ତ ବୋହିବା ପରି ମୋ ପ୍ରାଣକୁ କଷ୍ଟ ଦେଉଛି।]