ଲୁସ୍ ଲୁସ୍ Lus lus

  • ଦେ. ଅ. (ଧ୍ୱନ୍ୟନୁକରଣ) — ଆମ୍ବ ଆଦି ଫଳ କ୍ରମାଗତ ଝଡ଼ିବା ବେଳେ ହେବା ଶବ୍ଦ — The sound produced by continuous dropping down of fruits; such as mangoes
  • ଦେ. ଅ. (ଧ୍ୱନ୍ୟନୁକରଣ) — (ଯଥା—ଗୋଟି ଗୋଟି ହୋଇ ଗଛରୁ ଆମ୍ବ ଲୁସ୍ ଲୁସ୍ ଝଡ଼ୁଛି ।)