ଲୁଳିତ ଚର୍ମା Luḻita charmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି, ଲୁଳିତ+ଚର୍ମନ୍) — ବାର୍ଦ୍ଧକ୍ୟାଦିଯୋଗୁ ଯାହାର ଚର୍ମ ଝୁଲି ପଡ଼ିଅଛି — With wrinkled skin