ଲୁର୍କି Lur-ki

  • ପ୍ରାଦେ. (ସମ୍ବଲପୁର) ବି (ତୁଳ. ହି. ଏହି ଅର୍ଥରେ ଏହି ଶବ୍ଦ) — କାନର ଲୁଡ଼କା; ଫାସିଆରେ ଝରା ଲାଗିଥିବା ଓପର କାନର ଅଳଙ୍କାର — A ring with pendant for the upper part of the ear