ଲୁଲ Lula
- ପ୍ରାଦେ. (ସସ୍ୱଲପୁର) ବି — ଖାଇବା ଜିନିଷ (ଯଥା, ଲୁଣ; ଶାଗ ଆଦି) ବାଢ଼ିବା ପାଇଁ ଲୋଡ଼ା ହେବା ପତ୍ର (ଯଥା, ଶାଳ, ମହୁଲ, ପଲାଶ) ଆଦିର ଚଉପଦିମାନ ଭବିଷ୍ୟତରେ ବ୍ଯବହାର କରିବା ନିମନ୍ତେ ସାଇତି ରଖିବା ଲାଗି କରାଯାଇଥିବା ମାଳ — A string of cups made of leaves hung up for future use
- ପ୍ରାଦେ. (ସସ୍ୱଲପୁର) ବି — [ଦ୍ର—ବ୍ଯବହାର କରିବା ପାଇଁ ଏଥିରୁ ଚଉପଦିମାନଙ୍କୁ ଗୋଟି ଗୋଟି କରି ଟାଣି ଆଣିବାକୁ ହୁଏ।]