ଲୁମ୍ Lum

  • ସଂ.ବି — ରାଗିଣୀ ବିଶେଷ — A sort of secondary tune in music
  • ସଂ.ବି — [ଦ୍ର—ଏହା ସପ୍ତସ୍ୱରା ଓ ସମ୍ପୂର୍ଣ୍ଣ ଜାତିର ରାଗ, ଏଥିର ସବୁ ଶୁଦ୍ଧ ସ୍ୱର ଲାଗେ; ରାତ୍ରି 2 ୟ ପ୍ରହରରେ ଗେୟ; ଏହା ମେଘରାଗର ପୁତ୍ର।] — [ଦ୍ର—ଏହା ସପ୍ତସ୍ୱରା ଓ ସମ୍ପୂର୍ଣ୍ଣ ଜାତିର ରାଗ, ଏଥିର ସବୁ ଶୁଦ୍ଧ ସ୍ୱର ଲାଗେ; ରାତ୍ରି2ୟ ପ୍ରହରରେ ଗେୟ; ଏହା ମେଘରାଗର ପୁତ୍ର]
  • ବୈଦେ. ବି. (ଇଂ. ଲୁମ୍) — ତନ୍ତ — Loom