ଲୁଭ୍ (ଧାତୁ) Lubh (root)

  • ସଂ. — ଲଭିବାକୁ ଅଭିଳାଷ କରିବା; ଲୋଭ କରିବା — To covet after a thing; to hanker after
  • ସଂ. — ଗୋଳମାଳିଆ କରିବା — To bewilder; to confound; to perplex (Apte)
  • ସଂ. — ପ୍ରଲୋଭିତ କରିବା — To allure; to entice (Apte)