ଲୁବ୍ଧାଶୟ Lubdhāṡaya

  • ସଂ. ବି (କର୍ମଧାରୟ) — ଲୋଭଯୁକ୍ତ ହୃଦୟ — Covetous mind
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ଚିତ୍ତ ଲୁବ୍ଧ ହୋଇଅଛି — Having a covetous or hankering mind