ଲୁବ୍ଧ ନେତ୍ର Lubdha netra

  • ସଂ. ବି. (କର୍ମଧା) — ଲାଳସାପୂର୍ଣ୍ଣ ଦୃଷ୍ଟି — Covetous look; lustful eyes
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଲାଳସାପୂର୍ଣ୍ଣ ଦୃଷ୍ଟିଯୁକ୍ତ — Casting covetous glances; eying lustfully