ଲୁପ୍ତାକ୍ଷର Luptākshara
- ସଂ. ବି. (ବ୍ୟାକରଣ) — ଲୋପକ୍ରିୟା— ପ୍ରାପ୍ତ ଅକ୍ଷର; ଦୁଇଟି ଶବ୍ଦ ବା ପଦ ସଙ୍ଗେ ପ୍ରତ୍ୟାୟାଦି ଯୁକ୍ତ ହେଲେ ବ୍ୟାକରଣର ନିୟମ ଅନୁସାରେ ଯେଉଁ ଅକ୍ଷରଟି ଲୋପପାଏ (ଯଥା—ଗମ୍+ତ=ଗତ; ଏଠାରେ 'ମ୍' ଲୁପ୍ତାକ୍ଷର ହୋଇଅଛି ।) — (Grammar) A letter which is dropped on the formation of a word