ଲୁପ୍ତ ରତ୍ନ Lupta ratna

  • ସଂ. ବି (କର୍ମଧା) — ଚୋରି ଯାଇଥିବା ମଣି — Stolen gem
  • ସଂ. ବି (କର୍ମଧା) — ହଜିଥିବା ରତ୍ନ — Lost gem
  • ସଂ. ବି (କର୍ମଧା) — ବିନଷ୍ଟ ହୋଇଥିବା ଉତ୍କୃଷ୍ଟ ବସ୍ତୁ — An excellent thing which has been lost