ଲୁପ୍ତ ପିଣ୍ଡୋଦକ କ୍ରିୟା Lupta piṇḍodaka kriya
- ସଂ. ବିଣ. ପୁଂ. (ଲୁପ୍ତ+ପିଣ୍ଡ+ଉଦକ+କ୍ରିୟା, ଦ୍ୱନ୍ଦ୍ୱ, 6 ଷ୍ଠୀ ତତ୍ ଓ ବହୁବ୍ରୀହି) — କେହି ବଂଶଧର ନ ଥିବାରୁ ଯେଉଁ ମୃତ ବ୍ଯକ୍ତିର ପିଣ୍ଡ ଓ ତର୍ପଣକ୍ରିୟା ଲୁପ୍ତ ହୋଇଅଛି। — (Deceased ancestors) Who are deprived of the offering of funeral cakes and water, having left no issue after them