ଲୁଧିଆନା Ludhiānā
- ଦେ. ବି — ଦିଲ୍ଲୀର ଉତ୍ତର ପଶ୍ଚିମରେ ପଞ୍ଜାବର ଗୋଟିଏ ଜିଲ୍ଲା ଓ ତହସିଲ ଓ ନଗର (ପଟିଆଲା ରାଜ୍ୟର ଉତ୍ତର) — Ludhiana name of a district, Tahasil and town in the Punjab, noted for its woolen goods
- ଦେ. ବି — [ଦ୍ର—ଏହି ନଗର ଶାଲ, ଲୋହି ଆଦି ପଶମୀ ବସ୍ତ୍ରପାଇଁ ପ୍ରସିଦ୍ଧ; ଏହା ମହାଭାରତୋକ୍ତ ସମୃଦ୍ଧ ହିନ୍ଦୁ ରାଜଧାନୀ ମତ୍ସ୍ୟବାଟ ଥିବା ପ୍ରତ୍ନତତ୍ତ୍ୱବିଦ୍ମାନେ କହନ୍ତି— ବିଶ୍ୱକୋଷ