ଲୁଣ୍ଠକ Luṇṭhaka

  • ସଂ. ବିଣ—(ଲୁଣ୍ଠ୍ ଧାତୁ+କର୍ତ୍ତୃ. ଅକ) — ବଳପୂର୍ବକ ଅପହରଣକାରୀ — Plundering
  • ସଂ. ବିଣ—(ଲୁଣ୍ଠ୍ ଧାତୁ+କର୍ତ୍ତୃ. ଅକ) — ଲୁଣ୍ଠମାନ; ତଳେ ଗଡ଼ୁଥିବା — Wallowing
  • ସଂ. ବି — ତସ୍କର; ଡକାଇତ; ଲୁଟିଆରା — Dacoit; plunderer
  • ସଂ. ବି — ଯେ ତଳେ ଗଡ଼ୁଥାଏ — One who rolls on the ground
  • ସଂ. ବି — ମାଂସ ପେଶୀ ବିଶେଷ — Name of the muscle which serves to draw up the testicle; cremaster