ଲୁଣୁ (ଇତ୍ୟାଦି) Luṇu (etc)

  • ଗ୍ରା. ବି — ଲୁଣ ଇତ୍ୟାଦି (ଦେଖ) — Luṇa etc (See)
  • ଗ୍ରା. ବି — [ଦ୍ର—ଅନ୍ଯ ଶବ୍ଦ ପୂର୍ବେ ଯୁକ୍ତ ଲୁଣ ଶବ୍ଦରେ ଥିବା 'ଣ' ଉଚ୍ଚାରଣବେଳେ 'ଲୁ'ରେ ଥିବା ଉକାରର ପ୍ରଭାବରେ 'ଣୁ' ହୁଏ; ଯଥା—ଲୁଣୁ କୋଳି; ଲୁଣୁକାଠୁଆ; ଲୁଣୁଖାଇ; ଲୁଣୁଲୁଣିଆ।]