ଲୁଣିମାଛ Luṇi māchha

  • ଦେ. ବି (ସଂ. ଲବଣ+ମତ୍ସ୍ୟ) — ସାମୁଦ୍ରିକ ମାଛ — Sea—fish
  • ଦେ. ବି (ସଂ. ଲବଣ+ମତ୍ସ୍ୟ) — [ଦ୍ର—ଅନେକପ୍ରକାର ଲୁଣି ମାଛ ସମୁଦ୍ରରେ ଓ ପୁରୀ ଜିଲ୍ଲାର ଚିଲିକା ହ୍ରଦରେ ମିଳନ୍ତି। ଏମାନଙ୍କ ମଧ୍ୟରେ ଖଙ୍ଗା, ଶାହାଳ, କଲାଖୁରାଣ୍ଟି, ବିଛାବାଳିଆ, ଚୁଙ୍ଗୁଡ଼ି, ଡାହାଙ୍ଗିରି ଓ ଘି ଚାନ୍ଦିଆ ପ୍ରଧାନ।]