ଲୁଣି ଶାଗ Luṇi ṡāga

  • ଦେ. ବି — ଲୋଣା (ଦେଖ) — Loṇā (See)
  • ଦେ. ବି — ଦୀର୍ଘାୟୁଃ ବହୁଶାଖ କ୍ଷୁଦ୍ର ଶାକ- ବିଶେଷ — Ionidicum suffruticosum (shrub)
  • ଦେ. ବି — [ଦ୍ର— ଏହା ଘାସ ମଧ୍ୟରେ ଜନ୍ମେ। ଫୁଲ ଗୋଲାପୀ, ପଞ୍ଚଦଳ ଫଳ ତ୍ରିକୋଷ—ଯୋଗେଶଚନ୍ଦ୍ର।]