ଲୁଣମନ୍ତୁରେଇବା Luṇa mantureibā
- ଦେ. କ୍ରି (ସଂ. ଲବଣ+ମନ୍ତ୍ର୍ ଧାତୁ) — (ପେଟଟଣା ଆଦି) ରୋଗ
- ଦେ. କ୍ରି (ସଂ. ଲବଣ+ମନ୍ତ୍ର୍ ଧାତୁ) — [ଲୁଣ ମନ୍ତୁରିବା—ଅନ୍ଯରୂପ]
- ଦେ. କ୍ରି (ସଂ. ଲବଣ+ମନ୍ତ୍ର୍ ଧାତୁ) — (ଲୁଣ ମନ୍ତୁରା—ବି) କମିବା ଉଦ୍ଦେଶ୍ୟରେ ବ୍ଯବହାର କରାଯିବା ପାଇଁ ମନ୍ତ୍ର ପାଠପୂର୍ବକ ଲୁଣକୁ ଫୁଙ୍କିବା — To hallow or consecrate a quantity of salt with mystic incantations to be used as medicine