ଲୁଣମନ୍ତରାଇବା Luṇa mantarāibā

  • ଦେ. କ୍ରି (ସଂ. ଲବଣ+ମନ୍ତ୍ର୍ ଧାତୁ) — (ପେଟଟଣା ଆଦି) ରୋଗ କମିବା ଉଦ୍ଦେଶ୍ୟରେ ବ୍ଯବହାର କରାଯିବା ପାଇଁ ମନ୍ତ୍ର ପାଠପୂର୍ବକ ଲୁଣକୁ ଫୁଙ୍କିବା — To hallow or consecrate a quantity of salt with mystic incantations to be used as medicine