ଲୁଠ୍ (ଧାତୁ) Luṭh (root)
- ସଂ. — ଭୂମିରେ ଗଡ଼ିବା; ଲୋଟିବା — To wallow or roll on the ground
- ସଂ. — ଡକାଇତି କରିବା — To rob; to plunder (Apte)
- ସଂ. — ଜୋର୍ରେ ଭୂମିରେ ପକାଇ ଦେବା — To knock down (Apte)
- ସଂ. — ଗତି କରିବା — To go; to move (Apte)
- ସଂ. — ବାଧା ଦେବା — To resist; to oppose (Apte)
- ସଂ. — ଆନ୍ଦୋଳନ କରିବା — To agitate (Apte)
- ସଂ. — ହଲଚଲ ହେବା — To stir (Apte)