ଲୁଠିବା Luṭhibā
- ଦେ. କ୍ରି (ସଂ. ଲୁଠ୍ ଧାତୁ) — ଦ୍ରବ୍ୟାଦି ଲୁଣ୍ଠନ କରିବା — To plunder; to loot
- ଦେ. କ୍ରି (ସଂ. ଲୁଠ୍ ଧାତୁ) — [ଉ—ଗଲେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି ଫିଟି ତୁଟି ଲୁଟି ଯାଉ। କବିସୂର୍ଯ୍ୟ, ସଙ୍ଗୀତ।]
- ଦେ. କ୍ରି (ସଂ. ଲୁଠ୍ ଧାତୁ) — ଭୂମିରେ ଲୁଣ୍ଠିତ ହେବା — To roll or wallow on the ground; to welter
- ଦେ. କ୍ରି (ସଂ. ଲୁଠ୍ ଧାତୁ) — [ଉ—ଦେବ— ରାଜଙ୍କ ପାଦତଳରେ ଲୁଟିଲେ। କୃଷ୍ଣସିଂହ. ମହାଭାରତ. ବନ।]
- ଦେ. କ୍ରି (ସଂ. ଲୁଠ୍ ଧାତୁ) — (ଲକ୍ଷଣାର୍ଥ) ପୂର୍ଣ୍ଣରୂପେ ଉପଭୋଗ କରିବା — (figurative) To enjoy to the fill
- ଦେ. କ୍ରି (ସଂ. ଲୁଠ୍ ଧାତୁ) — [ଉ—ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କାଲି ପ୍ରଦୋଷରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଲ. ଗୀତ।]
- ପ୍ରାଦେ. (ସମ୍ବଲପୁର) କ୍ରି — କୌଣସି ବ୍ଯକ୍ତିଠାରୁ କୌଣସି ପଦାର୍ଥ ଜବରଦସ୍ତି ଛଡ଼ାଇ ନେବା — To forcibly snatch away a thing from a person