ଲୁଟ୍ ତରାଜୁ Luṭ tarāju

  • ଦେ. ବି (ଏକାର୍ଥକ ସହଚର) (ସଂ. ଲୁଣ୍ଠନ+ଫା. ତରାଜ୍=ଧ୍ୱଂସ) — କୌଣସି ସ୍ଥାନ (ଯଥା—ଦୋକାନ, ହାଟ, ଗୃହ)ର ସମସ୍ତ ଧନ ଦ୍ରବ୍ୟ ବହୁଲୋକଙ୍କ ଦ୍ୱାରା ଅତ୍ୟାଚାର ଓ ବଳପ୍ରୟୋଗପୂର୍ବକ ଲୁଣ୍ଠନ; ଡକାଇତି — Plunder; rapine; dacoity; forcible removal of everything from a place by many people accompanied with violence
  • ଦେ. ବି (ଏକାର୍ଥକ ସହଚର) (ସଂ. ଲୁଣ୍ଠନ+ଫା. ତରାଜ୍=ଧ୍ୱଂସ) — [ଉ—ସାହେବ ପରା ହୁକୁମ ଦେଇଛନ୍ତି ଯେ କେହି କୋଉଠି ଲୁଟ୍ପାଟ୍ କରିବେ ନାହିଁ। ଭିକାରି, କଟକ ବିଜୟ।]