ଲୁଟ୍ (ଧାତୁ) Luṭ (root)
- ସଂ — ଭୂମିରେ ଗଡ଼ିବା — To roll on the ground; to wallow to welter
- ସଂ — ଲୁଟିକରିବା; ଡକାଇତ କରିବା — To rob; to plunder (Apte)
- ସଂ — ବାଧାଦେବା — To resist; to oppose; to impede (Apte)
- ସଂ — ଉଜ୍ଜ୍ୱଳ ହେବା — To shine (Apte)
- ସଂ — ଦୁଃଖ ପାଇବା — To suffer pain (Apte)
- ସଂ — କହିବା — To speak (Apte)
- ସଂ — ଆନ୍ଦୋଳନ କରିବା — To agitate (Apte)
- ସଂ — ଇତସ୍ତତଃ ହେବା; ଚଳିବା; ହଲଚଲ ହେବା — To move; to stir (Apte)