ଲୁଟିପାଟି ନେବା Luṭipāṭi nebā

  • ଦେ. କ୍ରି — କୌଣସି ସ୍ଥାନରୁ ସମସ୍ତ ଦ୍ରବ୍ୟ ବଳପୂର୍ବକ ଓ ନିଃଶେଷ କରି ଅପହରଣ କରିବା — To plunder and sack everything from a place