ଲୁଟିଆ Luṭiā
- ଦେ. ବି — ଲୁଣ୍ଠନକାରୀ; ବଳ ଓ ଅତ୍ୟାଚାର ପୂର୍ବକ ଦ୍ରବ୍ୟ ଅପହରଣକାରୀ ବ୍ଯକ୍ତି; ଡକେଇତ — Plunderer; freebooter; dacoit; robber
- ଦେ. ବି — [ଉ—ବସନ ଲୁଟିଆ, ରସବିନୋଦିଆ ରସରେ ନ ଥିଲେ ରସି। କବିସୂର୍ଯ୍ୟ, ସଙ୍ଗୀତ
- ପ୍ରାଦେ (ଯାଜପୁର ଓ ବାଲେଶ୍ୱର ଆଦି ଅଞ୍ଚଳ) ବି — ଲୋଟିଆ; ଛୋଟ ଢାଳ — A small water-pot of metal