ଲୁଟି କରିବା Luṭi karibā

  • ଦେ. କ୍ରି — ଦ୍ରବ୍ୟାଦି ବଳପୂର୍ବକ ଅପହରଣ କରିବା — To loot; to plunder; to commit dacoity
  • ଦେ. କ୍ରି — [ଉ—ଯେ ପୁଣି କପଟେ ଲୁଚି ନଦୀ ତଟେ ଲୁଟଇ ପାଲଟା ବାସ ଗୋ। କବିସୂର୍ଯ୍ୟ. ସଙ୍ଗୀତ।]
  • ଦେ. କ୍ରି — (ଲକ୍ଷଣାର୍ଥ) ଲୋପ କରିବା — (figurative) To destroy
  • ଦେ. କ୍ରି — [ଉ—ଜ୍ଞାନ ଘର ଗୋଟିକି କରିଦେଲ ଲୁଟି। କୃଷ୍ଣସିଂହ. ମହାଭାରତ, ସଭା।]