ଲୁଚେଇବା Lucheibā
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — ପ୍ରଚ୍ଛନ୍ନ କରିବା; ଗୋପନ କରିବା — To conceal; to hide
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — [ଉ— ଗଙ୍ଗା ଲୁଚାଇ ନଖ ତଳେ। ଭୂପତି, ପ୍ରେମପଞ୍ଚାମୃତ।]
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — ଆବୃତ କରିବା; ଘୋଡ଼ାଇବା — To cover
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — (ଯଥା—ମେଘ ଚନ୍ଦ୍ରଙ୍କୁ ଲୁଚାଇଛି)
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — ଅନ୍ୟର ଦୃଷ୍ଟିପଥର ଅନ୍ତରାଳରେ ରଖିବା — To hide from another's view
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — (ଯଥା—ବାଘ ପରା ଜନ୍ତୁ ଲୁଚାଇକରି ଖାଏ।)
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — ବାହାରେ ପ୍ରକାଶ ନ କରିବା — Not to publish a matter
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — (ଯଥା—ପାପକୁ କେତେ ଦିନ ଲୁଚାଇବ?)
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — ଲୋକଙ୍କୁ ଦେଖାଇ ନ ଦେବା — Not to allow persons to see
- ଦେ. କ୍ରି (ସଂ. ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ) — (ଯଥା—ନୂଆ ବୋହୁଙ୍କୁ ଶାଶୁ ଆଉ କେତେଦିନ ଲୁଚାଇ ରଖିଲେ?)