ଲୁଚୁପୁଚୁ ହେବା Luchu-puchu-hebā
- ଦେ. କ୍ରି (ସଂ. ଲାଳସାଯୁକ୍ତ) — ଛକପକ ହେବା; ହାଇଁପାଇଁ ହେବା; ଶକଶକ ହେବା; କୌଣସି କାର୍ଯ୍ୟ ବା ବିଷୟ ପ୍ରତି ଲାଳାୟିତ ହେବା — To hanker after a thing
- ଦେ. କ୍ରି (ସଂ. ଲାଳସାଯୁକ୍ତ) — ଭୟରେ କମ୍ପିବା — To tremble with fear
- ଦେ. କ୍ରି (ସଂ. ଲାଳସାଯୁକ୍ତ) — ସନ୍ଦେହାନ୍ୱିତ ହୋଇ ଇତସ୍ତତଃ ହେବା — To waver through doubt or indecision